Please go to contact page and drop a message or WhatsApp us from here for any quarry... Note: This site is under construction. So few changes will be noticed with time to time, Thank you...

Economics

Welcome to your Economics

Sri Biju Kumar Das (Asst. Teacher, Govt. UGHS Sirijholi)

ଆର୍ଥନୀତିକ ବିକାଶ

୧. କେଉଁଠାରେ ବିଶ୍ଵ ବାଣିଜ୍ୟ ସଙ୍ଗଠନ ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ ?

୨. କେଉଁଟି ଏକ ସେବାକ୍ଷତ୍ର ନୁହେଁ ?

୩. କେଉଁ ବର୍ଷ ଭାରତରେ ‘ ନୂତନ ଆର୍ଥିକ ନୀତି ’ ପ୍ରବର୍ତ୍ତନ କରଯାଇଥିଲା ?

୪. କେଉଁଟି ଏକ ବିକଶିତ ଦେଶ ?

୫. କେଉଁଟି ସରକାରୀ ମାଲିକାନାଭୁକ୍ତ ଅଟେ ?

୬. ସ୍ଵାଧୀନତା ପ୍ରାପ୍ତିପରଠାରୁ ଭାରତ କେଉଁ ଅର୍ଥନୀତି ଅନୁସରଣ କରିଥିଲା ?

୭. ଭାରତ ସରକାରଙ୍କ ଦ୍ଵାରା ପୂର୍ବରୁ ପ୍ରଚଳିତ ବିଭିନ୍ନ ଟିକସ ଓ ଶୁଳ୍କ ହାର ହ୍ରାସ କେଉଁ ଆର୍ଥିକ ନୀତି ଅନ୍ତର୍ଗତ ?

୮. ଜନକଲ୍ୟାଣ ଉପରେ କେଉଁ ଅର୍ଥ ବ୍ୟବସ୍ଥା ଗୁରୁତ୍ଵ ଦେଇଥାଏ ?

୯. ଉଦ୍ୟୋଗ ବିକାଶ ପାଇଁ କେଉଁ ଅର୍ଥନୀତି ଅନୁକୂଳ ?

୧୦. କେଉଁଟି ଏକ ବିକଶିତ ଦେଶ ନୁହେଁ ?

୧୧. ନିମ୍ନସ୍ଥ ମଧ୍ୟରୁ କେଉଁଟି ୧୯୯୧ ମସିହା ଆର୍ଥିକ ନୀତିର ଏକ ବୈଶିଷ୍ଟ୍ୟ ଅଟେ ?

୧୨. ଭାରତରେ ସବୁଜ ବିପ୍ଲବ ସତୁରୀ ଦଶକରେ ଆରମ୍ଭ ହୋଇଛି ।

୧୩. କେଉଁ ଦେଶରେ ବହୁରାଷ୍ଟ୍ରୀୟ କମ୍ପାନୀମାନେ ସେମାନଙ୍କ ଜିନିଷ ଉତ୍ପାଦନ କରିଥାନ୍ତି ?

୧୫. ମୁଣ୍ଡପିଛା ଆୟ ଦୃଷ୍ଟିରୁ କେଉଁ ଦେଶଟି ପଛୁଆ ?

୧୬. କେଉଁଟି ଏକ ବଜାରଭିତ୍ତିକ ଅର୍ଥନୀତି ?

୧୭. କେଉଁ ଭାରତୀୟ ସାମଗ୍ରୀ ଆମେରିକୀୟମାନଙ୍କ ପସନ୍ଦ ?

୧୮. ସାଧାରଣତଃ କେଉଁ ଦେଶରେ ଅଧିକାଂଶ ବହୁରାଷ୍ଟ୍ରୀୟ କମ୍ପାନୀ ଦ୍ରବ୍ୟ ଉତ୍ପାଦନ କରିଥାନ୍ତି ?

୧୯. କେଉଁ କ୍ଷେତ୍ରରେ ‘ ନୂତନ ଆର୍ଥିକ ନୀତି ’ ଆମ ଦେଶ ପାଇଁ ସହାୟକ ହୋଇନାହିଁ ?

୨୦. କେଉଁ ଦେଶରେ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ଖାଉଟି ସେବା କଲ̖ ସେଣ୍ଟର ମାଧ୍ୟମରେ ସମ୍ପାଦିତ ହେଇଥାଏ ?

୨୧. ଭାରତରେ ଶିଳ୍ପ ନୀତି କେଉଁ ମସିହାରେ ନିର୍ଦ୍ଧାରଣ କରଯାଇଥିଲା ?

୨୨.ବହୁ ରାଷ୍ଟ୍ରୀୟ କମ୍ପାନୀମାନେ ସେମାନଙ୍କର ଯନ୍ତ୍ରପାତିକୁ କେଉଁ ଦେଶରେ ଯୋଡାଯୋଡି କରି ଦ୍ରବ୍ୟ ପ୍ରସ୍ତୁତି କରନ୍ତି ?

୨୩. ଭାରତର କେତେଟି କ୍ଷେତ୍ରରେ ସରକାରୀ ଉଦ୍ୟୋଗର ଏକଚାଟିଆ ଅଧିକାର ବ୍ୟବସ୍ଥା ରହିଛି ?

୨୪. କେଉଁ ଦେଶର ମୁଣ୍ଡପିଛା ଆୟ ଅଧିକ ?

୨୫. ଲାଇସେନ୍ସ ଫି ଉଚ୍ଛେଦ କେଉଁ ଅର୍ଥନୀତିର ବୈଶିଷ୍ଟ୍ୟ ?

୨୬. କେଉଁ ମସିହାରେ ଭାରତ ବିଶ୍ଵ ବାଣିଜ୍ୟ ସଙ୍ଗଠନର ସଦସ୍ୟ ହେଲା ?

୨୭. ମୁଣ୍ଡପିଛା ଆୟ ନିରୂପଣ କରିବା ପାଇଁ କେଉଁଟିର ଭୂମିକା ଅତି ଗୁରୁତ୍ଵପୂର୍ଣ୍ଣ ?

୨୮. ସରକାରୀ ଉଦ୍ୟୋଗଗୁଡିକର ବିଫଳତା ପାଇଁ କେଉଁ ଆର୍ଥିକ ନୀତି ପ୍ରଣୟନ କରାଯାଇଛି ?

୨୯. କେଉଁ ମସିହାରେ ଭାରତର ନୂତନ ଆମଦାନୀ-ରପ୍ତାନୀ ନୀତି ଘୋଷିତ ହେଲା ?

୩୦. ଶିଳ୍ପକ୍ଷେତ୍ରରେ ଆମଦାନୀ-ରପ୍ତାନୀ ନୀତି କୋହଳ କରିବା କେଉଁ ଅର୍ଥନୀତିର ଅନ୍ତର୍ଭୁକ୍ତ ?

୩୧. କେଉଁ ମସିହାରେ ବିଶ୍ଵ ବାଣିଜ୍ୟ ସଂଗଠନ ଗଠିତ ହେଇଛି ?

୩୨. ବିଶ୍ଵ ବାଣିଜ୍ୟ ସଂସ୍ଥା କେଉଁ ଆର୍ଥିକ ନୀତି ସହ ସମ୍ପୃକ୍ତ ?

୩୩. କେଉଁଟି ସରକାରୀ ମଳିକାନାଭୁକ୍ତ ?

୩୪.ବହୁଦେଶୀୟ କମ୍ପାନୀମାନେ ବିଭିନ୍ନ ଯନ୍ତ୍ରପାତିର ଡ଼ିଜାଇନ̖ ______ରେ କରାଇଥାନ୍ତି ।

୩୫. ବହୁଦେଶୀୟ କମ୍ପାନୀ ସେମାନଙ୍କର ଉତ୍ପନ୍ନ ଦ୍ରବ୍ୟକୁ ଇଉରୋପ ସମତେ ____ଦେଶକୁ ବିକ୍ରୟ ପାଇଁ ପଠାଇଥାନ୍ତି ?

Leave a Reply

Your email address will not be published. Required fields are marked *

Scroll to Top