Please go to contact page and drop a message or WhatsApp us from here for any quarry... Note: This site is under construction. So few changes will be noticed with time to time, Thank you...

Class 10th GEOGRAPHY

Featured Image

Welcome to your Class 10th GEOGRAPHY

Sri Biju Kumar Das (Asst. Teacher, Govt. UGHS Sirijholi)

୧. ନିମ୍ନୋକ୍ତ କେଉଁ ସମ୍ବଳଟି ଅନ୍ୟ ତିନୋଟି ଠାରୁ ଭିନ୍ନ ?

୨. କେଉଁଟି ମାନବକୃତ ପରିବେଶର ଅନ୍ତର୍ଗତ ?

3. କେଉଁଟି ଅପୂରଣୀୟ ସମ୍ବଳ ?

୪. କେଉଁଟି ଗୋଷ୍ଠୀଗତ ସମ୍ବଳ ?

୫. କେଉଁଟି ଏକ ନବୀକରଣଯୋଗ୍ୟ ସମ୍ବଳ ନୁହେଁ ?

୬. ୧୨ ନଟିକାଲ ମାଇଲ କେତେ କିଲୋମିଟର ଅଟେ ?

୭. ପ୍ରକୃତି ଅନୁସାରେ ସମ୍ବଳକୁ କେତେ ଭାଗରେ ବିଭକ୍ତ କରାଯାଇଅଛି ?

୮. ମାଲିକାନା ଅନୁସାରେ ସମ୍ବଳକୁ କେତେ ଭାଗରେ ବିଭକ୍ତ କରାଯାଇଅଛି ?

୯. ଭରଣ ଅନୁସାରେ ସମ୍ବଳକୁ କେତେ ଭାଗରେ ବିଭକ୍ତି କରାଯାଇଅଛି ?

୧୦. ମନୁଷ୍ୟ ବ୍ୟବହାର କରୁଥିବା ସମସ୍ତ ସମସ୍ତ ସମ୍ବଳ କେଉଁଠାରେ ଉପଲବ୍ଧ ହେଇଥାଏ ?

Leave a Reply

Your email address will not be published. Required fields are marked *

Scroll to Top